ଉଜୁଡ଼ିବାକୁ ବସିଛି ବୁଦ୍ଧ ଜୟନ୍ତୀ ପାର୍କ : ରଙ୍ଗିନ୍ ମାଛରେ ଘା, ଶୌଚାଳୟ ଶୋଚନୀୟ

ଚନ୍ଦ୍ରଶେଖରପୁର: ରାଜଧାନୀର ପାର୍କଗୁଡ଼ିକ ମଧ୍ୟରୁ ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାରସ୍ଥିତ ବୁଦ୍ଧ ଜୟନ୍ତୀ ପାର୍କ ଅନ୍ୟତମ। ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏହି ପାର୍କ ସ୍ବତନ୍ତ୍ର ହୋଇଥିବାରୁ ସବୁବେଳେ ସ୍ଥାନୀୟ ଲୋକଙ୍କ ସହ ରାଜଧାନୀର ଅନ୍ୟ ଅଞ୍ଚଳର ଲୋକେ ଏଠାକୁ ଆକର୍ଷିତ ହୋଇଥାଆନ୍ତି। କିନ୍ତୁ ଆଜି ଏହି ପାର୍କ ଉଜୁଡ଼ିବାକୁ ବସିଛି। ବିଗତ ଦିନର ଚମକ ନାହିଁ। ରଙ୍ଗିନ୍‌ ୱାଟର୍‌ ଫାଉଣ୍ଟେନ୍‌ ଅବସ୍ଥା ଖରାପ ହୋଇଗଲାଣି। ରଙ୍ଗିନ୍‌ ମାଛଙ୍କ ଦେହରେ ଘା’ ହୋଇଗଲାଣି। ଦୁଇ ଦୁଇଟି … Continue reading ଉଜୁଡ଼ିବାକୁ ବସିଛି ବୁଦ୍ଧ ଜୟନ୍ତୀ ପାର୍କ : ରଙ୍ଗିନ୍ ମାଛରେ ଘା, ଶୌଚାଳୟ ଶୋଚନୀୟ